Kuldeep sing BJP MLA rapist
ହେଁ ବିଜେପି ନେତା କୁଲଦୀପ ସିଙ୍ଗ up ର ଗୋଟେ MLA ବାବାରେ କାମ କରୁଥିଲା.। ଗୋଟେ ଝିଅ କୁ rap କରିଛି। ଝିଅ ଆଉ ଥା ପରିବାର ମିଶି ଥା ନାଁ ରେ ହେପାୟାର ଲେକାଇବାକୁ ଗଲେ ହେଲେ up police ହେପାୟାର ଲେକିଲେଣି। ଶେ ଦିନ ସକାଳେ ଝିଅ ରୋ ବାପା କୁ ଗିର୍ପ କଲେ ହେଁ କି ଦୁନିଆ ଜିହେ ଦସି ଥାକୁ ଗିର୍ପ କରୁଣାନ୍ତି ନିର୍ଦଶକୁ ଗିର୍ପ କରୁଛନ୍ତି। ବିଜେପି ସରକାର କାଣୂନୁ ହାଣିଥିଲା ବେଟି ବଚାଅ ବେଟି ପୋଡ଼ାଓ। ନିଜ ନେତା ସେମିତି ଭୁଲ କରୁଛନ୍ତି। ଯଦି କୋଉ ଅନିଅ ଦର୍ମ ଲୋକ ବା ଅନିଅ ପାର୍ଟି ରୋ ହଇଥିଲେ ହେପର୍ଯନ୍ତ ଦଣ୍ଡ ମିଳିଥାନ୍ତା। ଶେ ଝିଅ ରୋ ବାପା କୁ ଜୈଳରେ ମାରିଦେଲେ। ଆଉ ଥରେ ଶେ ଝିଅ ଥା ଶାନ ବାପା ଆଉ ଶାନ ମା ସଇଥ policestation ଗଲା ବେଳେ truck ରେ accident କରି ମାରିଦେଲେ। ଶେ ଝିଅ ଏକୁଟିଆ ପଡିଲା ହେଲେ ହାର ମାଣିନଥିଲା up ରୋ ମୁକିଅ ମନ୍ତ୍ରୀ ୟୋଗି ଘୋର ସାମ୍ନାରେ ଯାଇ ନିଜକୁ ନିଆଁ ଲଗାଇବାରୁ ହେପାୟାର ଲେକା ଘଲା ଆଉ ଥା ଆଜୀବନ କରଘର ଦଣ୍ଡ ଦିଅଘୋଳା। ହେଲେ ଦିଲ୍ଲୀ ହାଇକୋର୍ଟ ଥାକୁ 2 ଦିନ ରେ ବୈଲ ଦେଇଦେଲ। ହେଥିରୁ ସିକିବାକୁ ମିଳିଛି କି ଦନି
ଆଉ power ପାଇଁ କାନୁନ ନାଇଁ କେବଳ ଗରିବ ଲୋକ ପାଇଁ କାନୁନ ବଣାଇଛନ୍ତି..
टिप्पणियाँ
एक टिप्पणी भेजें